ମାଇକି Māiki

  • ପ୍ରାଦେ. (ସମ୍ବଲପୁର; ଆଠମଲ୍ଲିକ) ଅ. (ହି. ମାଁକୀ କସମ୍) — ମୋ ମାଆଙ୍କ ରାଣ — I swear by the name of my mother
  • ପ୍ରାଦେ. (ସମ୍ବଲପୁର; ଆଠମଲ୍ଲିକ) ଅ. (ହି. ମାଁକୀ କସମ୍) — (ଯଥା—ମାଇକି ମତେ=ମତେ ମୋ ମାଆଙ୍କ ରାଣ ଅଛି।)