ମାଇଆ Māiā

  • ଦେ. ବିଣ. ପୁଂ — ସ୍ତ୍ରୀ ପ୍ରକୃତିବିଶିଷ୍ଟ (ପୁରୁଷ) ମାଇଚା — (a male) Having the characteristics of a female; womanish; feminine
  • ଦେ. ବିଣ. ପୁଂ — [ଦ୍ର—ଏମାନେ ସ୍ତ୍ରୀମାନଙ୍କ ପରି ଭୀରୁ ଲଜ୍ଜାଶୀଳ ଓ କୋମଳସ୍ୱଭାବ ଅଟନ୍ତି।]
  • ଦେ. ବିଣ. ପୁଂ — ସ୍ତ୍ରୀଜନୋଚିତ — Becoming or befitting a woman; womanly
  • ଦେ. ବିଣ. ପୁଂ — ସ୍ତ୍ରୈଣ; ସ୍ତ୍ରୀମାନଙ୍କ ପ୍ରତି ଅତିରିକ୍ତ ଭାବରେ ଆସକ୍ତ — Addicted to females; effeminate; voluptuous
  • ଦେ. ବିଣ. ପୁଂ — ସ୍ତ୍ରୀବୁଦ୍ଧିଚାଳିତ — Hen-pecked; led by the nose by a woman
  • ଗ୍ରା ବି — ସ୍ତ୍ରୀଲୋକମାନେ — Females
  • ଗ୍ରା ବି — (ପଦ୍ଯ) ମାୟା — Deception; illusion; delusion