ମାଆଳ Māāḻa
- ଦେ. ବି (ସଂ. ମହାନିମ୍ବ ଅରାଲୁ, ଅଟରୁଷା) — ମହାନିମ୍ବ (ଦେଖ) — Ailanthus Excelsa (tree)
- ପ୍ରାଦେ (ଓଡ଼ିଶାର ସମୁଦ୍ର ଉପକୂଳ ଓ କୁଜଙ୍ଗ) ବି — ଜାହାଜର ବା ଡଙ୍ଗାର ପଟତନ ଅର୍ଥାତ୍ ଯେଉଁଠାରେ ଲୋକେ ବସନ୍ତି — The deck of a ship or boat
- ପ୍ରାଦେ (ଓଡ଼ିଶାର ସମୁଦ୍ର ଉପକୂଳ ଓ କୁଜଙ୍ଗ) ବି — (ଉ—ଉଭାରେ ଜଳନ୍ତା ମାହାଳେ ଶିଶୁ ଏକଳ — (Kirtikar)ହୋଇ, ପଳାଇ ଗଲେଣି ସରବେ କାହି ତହୁଁ ବିଛୋଇ ଅଜୟ, ବାଳବୀର)