ମାଆଲକ୍ଷ୍ମୀ Mā-ālakshmī

  • ଦେ. ବି (ସଂ. ମହାଲକ୍ଷ୍ମୀ) — ମହାଲକ୍ଷ୍ମୀ (ଦେଖ) — Mahālakshmī (See)
  • ଦେ. ଅ — ଆପଣାର କନ୍ଯା, ବଧୂ ଓ ଭ୍ରାତୃବଧୂଙ୍କ ସ୍ନେହ— ସମ୍ବୋଧନ — A term of endearment used to daughter-in-law and younger brother's wife