ମଲ୍ଲାରୀ Mallārī

  • ସଂ. ବି—(ମଲ୍ଲାର+ଈ) — ମଲ୍ଲାର ରାଗ — Name of an air in music
  • ସଂ. ବି—(ମଲ୍ଲାର+ଈ) — ବସନ୍ତ ରାଗର ଓ ମତାନ୍ତରରେ ମେଘ ରାଗର ରାଗିଣୀ ବିଶେଷ (ହି.ଶ — Name of a secondary musical air