ମଲ୍ଲାର Mallāra

  • ସଂ. ବି (ମଲ୍ଲ+ରୁ ଧାତୁ=ଗମନ କରିବା+କର୍ତ୍ତୃ. ଅ;+ ଈ) — ସଙ୍ଗୀତର ରାଗ ବିଶେଷ — A musical air
  • ସଂ. ବି (ମଲ୍ଲ+ରୁ ଧାତୁ=ଗମନ କରିବା+କର୍ତ୍ତୃ. ଅ;+ ଈ) — [ଦ୍ର—କେହି କେହି ସଙ୍ଗୀତାଚାର୍ଯ୍ଯ ଏହାକୁ ସଙ୍ଗୀତର ପ୍ରଧାନ 6 ରାଗ ମଧ୍ୟରୁ ଗୋଟିଏ ଓ କେହି କେହି ଏହାକୁ ହିନ୍ଦୋଳ ବା ମେଘ ବା ବସନ୍ତରାଗର ରାଗିଣୀ ବୋଲି କହି ଅଛନ୍ତି । ଏହା ବର୍ଷା ଋତୁରେ ରାତ୍ରର 2 ୟ ପ୍ରହରରେ ଗେୟ । ବେଲାବଳୀ, ପୂରବୀ, କାନାଡ଼ୀ, ମାଧବୀ, କୋଡ଼ା, କୋଦରିକାକୁ ଏଥିର ରାଗିଣୀ ବୋଲି କେହି କେହି କହିଅଛନ୍ତି । କେହି କେହି ଏହାକୁ ମେଘ ରାଗର ପୁତ୍ର ବୋଲି କହିଅଛନ୍ତି; (ହି.ଶ) । ରାଗ ତଳେ ଟୀକା ଦେଖ ।] — [ଦ୍ର—କେହି କେହି ସଙ୍ଗୀତାଚାର୍ଯ୍ଯ ଏହାକୁ ସଙ୍ଗୀତର ପ୍ରଧାନ6ରାଗ ମଧ୍ୟରୁ ଗୋଟିଏ ଓ କେହି କେହି ଏହାକୁ ହିନ୍ଦୋଳ ବା ମେଘ ବା ବସନ୍ତରାଗର ରାଗିଣୀ ବୋଲି କହି ଅଛନ୍ତି ଏହା ବର୍ଷା ଋତୁରେ ରାତ୍ରର2ୟ ପ୍ରହରରେ ଗେୟ ବେଲାବଳୀ, ପୂରବୀ, କାନାଡ଼ୀ, ମାଧବୀ, କୋଡ଼ା, କୋଦରିକାକୁ ଏଥିର ରାଗିଣୀ ବୋଲି କେହି କେହି କହିଅଛନ୍ତି କେହି କେହି ଏହାକୁ ମେଘ ରାଗର ପୁତ୍ର ବୋଲି କହିଅଛନ୍ତି; (ହି.ଶ) ରାଗ ତଳେ ଟୀକା ଦେଖ ]
  • ଦେ. ବି — ଦେଶ ବିଶେଷ — The name of a country (in ancient India)
  • ଦେ. ବି — (ଉ— ମଲ୍ଲାରେ ମଲାରସେମ ହେଲେ ସୁନ୍ଦରୀ ଭଞ୍ଜ. ପ୍ରେମସୁଧା— ନିଧି ।)