ମଲ୍ଲି କଢ଼ Malli kaṟḍ̠ẖa

  • ଦେ. ବି (ସଂ. ମଲ୍ଲୀ ବା ମଲ୍ଲିକା ଓ କଳି) — ମଲ୍ଲୀଫୁଲ କଢ଼ିପରି ଗୋଟି ଗୋଟିକିଆ ରୂପାର ବା ସୁନାର ଗୋଳକ ମାଳରୂପେ ଗୁନ୍ଥା ହୋଇଥିବା ଅଳଙ୍କାର (ଏହା ସ୍ତ୍ରୀଲୋକମାନଙ୍କ ଜୁଡ଼ାରେ ଗୁଡ଼ିଆ ଯାଏ) — A string of gold or silver balls resembling Jasmine-buds and used as a tape (tied round the chignon)
  • ଦେ. ବି (ସଂ. ମଲ୍ଲୀ ବା ମଲ୍ଲିକା ଓ କଳି) — ମଲ୍ଲୀପୁଷ୍ପର କଳି — Jasmine-bud
  • ଦେ. ବି (ସଂ. ମଲ୍ଲୀ ବା ମଲ୍ଲିକା ଓ କଳି) — ତଳ କାନର ଅଳଙ୍କାର ବିଶେଷ — An ornament for the lower part of the ear
  • ଦେ. ବି (ସଂ. ମଲ୍ଲୀ ବା ମଲ୍ଲିକା ଓ କଳି) — (ଉ—କେ ବୋଲେ ଏ ଚନ୍ଦ୍ରମଲ୍ଲୀକଢ଼ୀ ନୋହେ, ଶୋଇଛି ଚନ୍ଦ୍ର କର୍ଣ୍ଣପାଟଳୀ ଶେଯେ ସ୍ନେହେ। କୃଷ୍ଣସିଂହ ମହାଭାରତ ବନ।)