ମଲ୍ଲି ନାଥ Mallinātha
- ସଂ. ବି. ନାମ — ବିଖ୍ୟାତ ସଂସ୍କୃତ ଓ ଟୀକାକାର — Name of the famous Sanscrit commentator of Kāḻidāsa and other poets
- ସଂ. ବି. ନାମ — [ଦ୍ର—ଏ କାଳିଦାସ, ମାଘ, ଭାରବି ଓ ଶ୍ରୀହର୍ଷଙ୍କ ପ୍ରଣୀତ କାବ୍ୟମାନଙ୍କର ସହଜବୋଧ୍ୟ ଟୀକା ରଚନା କରି ସାଧାରଣଙ୍କୁ କାବ୍ୟମାନଙ୍କ ରସାସ୍ୱାଦନର ସୁବିଧା କରିଦେଇ ଚିରସ୍ମରଣୀୟ ହୋଇଅଛନ୍ତି। ଓରଙ୍ଗଲ୍ର କାକତେୟ ବଂଶୀୟ ରାଜାମାନଙ୍କ ଆଶ୍ରୟରେ ରହି ଏ ଏହି ଟୀକାମାନ ରଚନା କରିଥିଲେ (ସୁବଳଚନ୍ଦ୍ର)।
- ସଂ. ବି. ନାମ — ଜୈନମାନଙ୍କର ଊନବିଂଶ ତୀର୍ଥଂକର — Name of a Ja̲i̱na saint