ମରଦାନା Maradānā
- ବୈଦେ. ବିଣ—(ଫା.) — ପୁରୁଷ ସମ୍ବନ୍ଧୀୟ — Relating to males
- ବୈଦେ. ବିଣ—(ଫା.) — ପୁରୁଷୋଚିତ — Befitting a male
- ବୈଦେ. ବିଣ—(ଫା.) — (ଯଥା—ମରଦାନା ବେଶ)
- ବୈଦେ. ବିଣ—(ଫା.) — ବୀରୋଚିତ — Relating to a hero; heroic
- ବୈଦେ. ବି (ଫା, ମରଦାନଗୀ) — ମରଦପଣ (ଦେଖ) — Maradapaṇa (See)