ମରଦଳ Maradaḻa

  • ଗ୍ରା. (ପଦ୍ଯ) ବି—(ସଂ. ମର୍ଦ୍ଦଳ) — ମର୍ଦ୍ଦଳ (ଦେଖ) — Marddaḻa (See)
  • ଗ୍ରା. (ପଦ୍ଯ) ବି—(ସଂ. ମର୍ଦ୍ଦଳ) — [ଉ—ବାଜିଲା ରସନା ବାଦ୍ୟ ମରଦଳ ମଧ୍ୟେ ବ୍ରହ୍ମଶିରୀ ଦେଇ। ଭଞ୍ଜ ବୈଦେହୀଶ ବିଳାସ।]