ମରଦନିଆ Maradaniā

  • ଦେ. ବିଣ—(ସଂ. ମର୍ଦ୍ଦନାକାରୀ) — ଯେ ମର୍ଦ୍ଦନ କରେ; ଯେ ପ୍ରଭୁଙ୍କ ଅଙ୍ଗ ଘଷେ — Rubbing the body of the master
  • ଦେ. ବିଣ—(ସଂ. ମର୍ଦ୍ଦନାକାରୀ) — [ଉ—ଯାମଳ ଭୂଧର— ନିଭ ପୟୋଧର ମରଦନିଆ ଚାକର। କବିସୂର୍ଯ୍ୟ. କିଶୋରୀ ଚମ୍ପୂ—ଯ ଗୀତ।]