ମରଦ ପିଲା Marada pilā
- ଦେ. ବି—(ହି. ମରଦ୍ କା ବଚ୍ଚା) — ସାହସୀ ବ୍ଯକ୍ତି; ବୀର୍ଯ୍ଯବାନ୍ ବ୍ଯକ୍ତି — A manly person; a son
- ଦେ. ବି—(ହି. ମରଦ୍ କା ବଚ୍ଚା) — [ଦ୍ର—ଅର୍ଥାତ୍ ଯେ ଭୀରୁ ନୁହେଁ, ଯେ ମନୁଷ୍ୟପଦବାଚ୍ୟ ବ୍ଯକ୍ତିର ପୁତ୍ର, ଅମନୁଷ୍ୟ ବା ଭୀରୁର ପୁତ୍ର ନୁହେଁ।]
- ଦେ. ବି—(ହି. ମରଦ୍ କା ବଚ୍ଚା) — ମନୁଷ୍ୟ — A man