ମରଦନ Maradana

  • ଗ୍ରା. ବି (ସଂ. ମର୍ଦ୍ଦନ) — ମର୍ଦ୍ଦନ (ଦେଖ) — Maraddana (See)
  • ଗ୍ରା. ବି (ସଂ. ମର୍ଦ୍ଦନ) — [ଉ—ପୀନ ପୟୋଧର ମରଦନେ ନିର୍ଦ୍ଦୟା। ରସବାରିଧି।]
  • ପ୍ରାଚୀ. ପ୍ରାଦେ. (ଗଡ଼ଜାତ) ବି — ରାଜାଙ୍କର ତେଲ ଲଗାଇବା ବିଧି — The rubbing of oil on the body of a Rajā