ମରଦାଣୀ Maradaāṇī

  • ଦେ. ବି—(ଫା. ମରଦ୍ର ଓଡ଼ିଆ ସ୍ତ୍ରୀଲିଙ୍ଗ) — ସାହସିକା ନାରୀ — A brave woman
  • ଦେ. ବି—(ଫା. ମରଦ୍ର ଓଡ଼ିଆ ସ୍ତ୍ରୀଲିଙ୍ଗ) — ଅଣ୍ଡିରା— ଚଣ୍ଡୀ — An amazon