ମନ୍ଦିର Mandira

  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ଗୃହ; ଭବନ ଆବାସ; ବାସ ଗୃହ — Residence; house; dwelling; abode
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ପୁର — Premises
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ଦେଉଳ; ଦେବ ଗୃହ — A temple; a pagoda
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ନଗର — Town
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ଦେବାରାଧନ ସ୍ଥାନ; ଉପାସନା ଗୃହ — A place of worship; church
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ସମୁଦ୍ର — The ocean; the sea
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ଜାନୁର ବା ଆଣ୍ଠୁର ପଛଭାଗ — The back of the knee
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ଜଙ୍ଘର ପଛ — Ham
  • ସଂ. ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ— ଠାରେ ଲୋକେ ନିଦ୍ରା ଯାଆନ୍ତି।) — ଶିବିର; ସେନାନିବାସ (ହି. ଶ) — Camp (Apte)