ମନ୍ଦିରା Mandirā
- ସଂ. ବି (ମନ୍ଦ ଧାତୁ+ବରଣ ଇର+ଆ) — କାଂସ୍ୟନିର୍ମିତ ଛୋଟ ଝାଞ୍ଜ; ଗିନି (ହି. ଶ) — Small cymbals of bell metal
- ସଂ. ବି (ମନ୍ଦ ଧାତୁ+ବରଣ ଇର+ଆ) — (ଉ—ଗ ଅକ୍ଷର ହୋଇଛି ମନ୍ଦିରା ଯେ ଗିନି, ସୁସ୍ୱର ଶବଦ ବାଜୁଅଛି ଟିଣିଟିଣି ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।)
- ସଂ. ବି (ମନ୍ଦ ଧାତୁ+ବରଣ ଇର+ଆ) — (ମନ୍ଦ ଧାତୁ+ଅଧି କରଣ. ଇର+ଆ)—ଘୋଡ଼ାଶାଳ; ଅଶ୍ୱଶାଳା (ହି. ଶ) — Stable (Apte)