ମନ୍ଦିଏ Mandie
- ଦେ. ବିଣ ଓ ବି — ମୁନ୍ଦାଏ; ମୁନ୍ଦେ; ମୁନ୍ଦିଏ; ଅଳ୍ପ ପରିମିତ (ଜଳାଦି) — A little quantity of (liquid)
- ଦେ. ବିଣ ଓ ବି — [ଉ—ମନ୍ଦାଏ ତୋରାଣି ପିଇଲେ ଦେହ ଶାନ୍ତ। ନାଶିବି ଶୋଷରେ ମୁଁ ହେଲିଣି ଆରତ। କୃଷ୍ଣସିଂହ. ମହାଭାରତ ବିରାଟ।]
- ଦେ. ବିଣ ଓ ବି — [ଦ୍ର—'ମନ୍ଦାଏ' ପାଣି ଅପେକ୍ଷା 'ମନ୍ଦିଏ' ପାଣି ପରିମାଣରେ ଅଳ୍ପ।]