ମନ୍ଦୀକୃତ Mandīkṛuta

  • ସଂ. ବିଣ (ମନ୍ଦ+ଅଭୂତଦ୍ଭାବେ ଚ୍ୱି+କୃତ) — ପୂର୍ବେ ମନ୍ଦ ନ ଥିବା, କିନ୍ତୁ ବର୍ତ୍ତମାନ ମନ୍ଦ କରା ଯାଇଥିବା — Rendered slow; weakened, diminished; relaxed. slackened