ମନ୍ଦାସ୍ୟ Mandāsya

  • ସଂ. ବି—(ବହୁବ୍ରୀହି ମନ୍ଦ+ଅସ୍ୟ=ମୁଖ) — ତ୍ରପା; ଲଜ୍ଜା — Shame; bashfulness
  • ସଂ. ବି—(ବହୁବ୍ରୀହି ମନ୍ଦ+ଅସ୍ୟ=ମୁଖ) — (କର୍ମଧା) ସଙ୍କୁଚିତ ମୁଖ — Contracted face