ମନ୍ଦିର କମେଟି Mandira kameṭi

  • ଦେ. ବି.—(ସଂ. ମନ୍ଦିର+ଇଂ କମ୍ମିଟ୍ଟୀ) — କୌଣସି ଦେବତାଙ୍କ ପାଇଁ ଖଞ୍ଜା ଥିବା ଜମିର ଆୟରୁ ଦେବ ମନ୍ଦିରର ସେବା ଆଦି ପରିଚାଳନାର୍ଥ 1863 ସାଲର 20 ଆଇନ ଅନୁସାରେ ଜିଲ୍ଲାର ଜଜଙ୍କ ଦ୍ୱାରା ନିଯୁକ୍ତି ସମିତି — କୌଣସି ଦେବତାଙ୍କ ପାଇଁ ଖଞ୍ଜା ଥିବା ଜମିର ଆୟରୁ ଦେବ ମନ୍ଦିରର ସେବା ଆଦି ପରିଚାଳନାର୍ଥ1863ସାଲର20ଆଇନ ଅନୁସାରେ ଜିଲ୍ଲାର ଜଜଙ୍କ ଦ୍ୱାରା ନିଯୁକ୍ତି ସମିତି—Endowment committee appointed for managing the endowment attached to a temple in pursuance of Act XX of 1863
  • ଦେ. ବି.—(ସଂ. ମନ୍ଦିର+ଇଂ କମ୍ମିଟ୍ଟୀ) — [ଦ୍ର—ମାନ୍ଦ୍ରାଜରେ ଏପରି କମିଟିମାନଙ୍କୁ 'ଦେବସ୍ଥାନମ୍ କମିଟି' ବୋଲାଯାଏ। କେତେକ ସାଧାରଣ ମନ୍ଦିରର ପରିଚାଳନାର୍ଥ ସରକାର ଗୋଟିଏ ଆଇନ୍ କରିଅଛନ୍ତ। ସେହି ଆଇନ୍ଦ୍ୱାରା ହିନ୍ଦୁଙ୍କ ମନ୍ଦିର ଓ ମୁସଲମାନଙ୍କ ମସ୍ଜିଦ୍ ପାଇଁ ଖଞ୍ଜାଥିବା ସମ୍ପତ୍ତିର ଆୟରୁ ନିର୍ଦ୍ଧାରିତ ସେବା ପୂଜା ଓ ସଦାବ୍ରତ ଚଳାଇବା ପାଇଁ ଜଜ୍ସାହେବ 3 ରୁ ଅଧିକ ଓ 7 ରୁ କମ୍ ମେମ୍ବର ସମ୍ବଳିତ କମିଟି ମୁକରିର କରନ୍ତି। ଓଡ଼ିଶ୍ୟାରେ ପୁରୀ ସହରର ଜଗନ୍ନାଥ ବଲ୍ଲଭ ମଠ, ପୁରୀ ଜିଲ୍ଲାର ସତ୍ୟବାଦୀ, ବାଣପୁର ଓ ଭୁବନେଶ୍ୱର, କଟକ ଜିଲ୍ଲାର ଝଙ୍କଡ଼, କେନ୍ଦ୍ରାପଡ଼ା ବଳଦେବ ଜିଉ ଆଦି ମନ୍ଦିରର ମନ୍ଦିରକମେଟି ଓ କଟକର କଦମ୍ରସୁଲଙ୍କ ପରିଚାଳନାର୍ଥ କମିଟି ଅଛନ୍ତି। କମିଟିର ମେମ୍ବରମାନେ ଆଜୀବନ ମେମ୍ବର ପଦରେ ନିଯୁକ୍ତ ହେଉଥିବାରୁ ଓ ସେମାନଙ୍କ କାର୍ଯ୍ୟକୁ ତନ୍ନତନ୍ନ ପରୀକ୍ଷା କରିବା ପାଇଁ ବିନା ମକଦମାରେ ଜଜ୍ସାହେବଙ୍କର ଅଧିକାର ନ ଥିବାରୁ ଓ ଓଡ଼ିଶ୍ୟାର ହିନ୍ଦୁ ସାଧାରଣଙ୍କର ସାଧାରଣ କାର୍ଯ୍ୟ ସମ୍ବନ୍ଧେ ତୀବ୍ର ଦୃଷ୍ଟି ଓ ଟାଣୁଆ ଜନମତ — [ଦ୍ର—ମାନ୍ଦ୍ରାଜରେ ଏପରି କମିଟିମାନଙ୍କୁ 'ଦେବସ୍ଥାନମ୍ କମିଟି' ବୋଲାଯାଏ କେତେକ ସାଧାରଣ ମନ୍ଦିରର ପରିଚାଳନାର୍ଥ ସରକାର ଗୋଟିଏ ଆଇନ୍ କରିଅଛନ୍ତ ସେହି ଆଇନ୍ଦ୍ୱାରା ହିନ୍ଦୁଙ୍କ ମନ୍ଦିର ଓ ମୁସଲମାନଙ୍କ ମସ୍ଜିଦ୍ ପାଇଁ ଖଞ୍ଜାଥିବା ସମ୍ପତ୍ତିର ଆୟରୁ ନିର୍ଦ୍ଧାରିତ ସେବା ପୂଜା ଓ ସଦାବ୍ରତ ଚଳାଇବା ପାଇଁ ଜଜ୍ସାହେବ3ରୁ ଅଧିକ ଓ7ରୁ କମ୍ ମେମ୍ବର ସମ୍ବଳିତ କମିଟି ମୁକରିର କରନ୍ତି ଓଡ଼ିଶ୍ୟାରେ ପୁରୀ ସହରର ଜଗନ୍ନାଥ ବଲ୍ଲଭ ମଠ, ପୁରୀ ଜିଲ୍ଲାର ସତ୍ୟବାଦୀ, ବାଣପୁର ଓ ଭୁବନେଶ୍ୱର, କଟକ ଜିଲ୍ଲାର ଝଙ୍କଡ଼, କେନ୍ଦ୍ରାପଡ଼ା ବଳଦେବ ଜିଉ ଆଦି ମନ୍ଦିରର ମନ୍ଦିରକମେଟି ଓ କଟକର କଦମ୍ରସୁଲଙ୍କ ପରିଚାଳନାର୍ଥ କମିଟି ଅଛନ୍ତି କମିଟିର ମେମ୍ବରମାନେ ଆଜୀବନ ମେମ୍ବର ପଦରେ ନିଯୁକ୍ତ ହେଉଥିବାରୁ ଓ ସେମାନଙ୍କ କାର୍ଯ୍ୟକୁ ତନ୍ନତନ୍ନ ପରୀକ୍ଷା କରିବା ପାଇଁ ବିନା ମକଦମାରେ ଜଜ୍ସାହେବଙ୍କର ଅଧିକାର ନ ଥିବାରୁ ଓ ଓଡ଼ିଶ୍ୟାର ହିନ୍ଦୁ ସାଧାରଣଙ୍କର ସାଧାରଣ କାର୍ଯ୍ୟ ସମ୍ବନ୍ଧେ ତୀବ୍ର ଦୃଷ୍ଟି ଓ ଟାଣୁଆ ଜନମତ(public spirit or public opinion)ର ଅଭାବରୁ ଅଧିକାଂଶ କମେଟିଙ୍କର କାର୍ଯ୍ୟକଳାପ ଓ ପରିଚାଳନା ଅନିନ୍ଦ୍ୟ ନୁହେଁ]