ମନ ବହଲା Mana bahalā
- ଦେ. ବିଣ — ଯେଉଁ ବ୍ଯକ୍ତି ବା କାର୍ଯ୍ୟଦ୍ୱାରା ଖିନ୍ନ— ହୃଦୟ ବ୍ଯକ୍ତିର ମନରେ ପ୍ରସନ୍ନତା ଜନ୍ମେ — (any person of act) Diverting the mind of a person from grief or sad thoughts
- ଦେ. ବିଣ — ମନ ଭୁଲାଣିଆ (ଦେଖ) — Mana bhulāṇiā (See)
- ଦେ. ବି — ଖିନ୍ନ ହୋଇ ଥିବା ମନର ପ୍ରସନ୍ନତା ଜନ୍ମିବା — Diversion of one's mind from grief or sad thoughts