ମନ ବଳେଇବା Mana baḻeibā

  • ଦେ. କ୍ରି—(ସଂ. ମନଃ+ବୃଦ୍ଧି) — କୌଣସି କାର୍ଯ୍ୟ କରିବାକୁ ଦୃଢ଼ସଂକଳ୍ପ କରିବା ବା ଲାଳାୟିତ ହେବା — To be determined or resolved to do a thing; to be bent upon doing a thing
  • ଦେ. କ୍ରି—(ସଂ. ମନଃ+ବୃଦ୍ଧି) — (ଉ—ଚଳାଚଳ ନୟନ ଢଳା ରସକୁ ମନ ବଳାଅରେ। କବିସୂର୍ଯ୍ୟ. ସଙ୍ଗୀତ।)