ମନ ବଳିବା Mana baḻibā
- ଦେ. ବି—(ସଂ. ମନସ୍+ବୃଦ୍ଧି) — କୌଣସି କାର୍ଯ୍ୟ କରିବା ପାଇଁ ମନରେ ଦୃଢ଼ ପ୍ରତିଜ୍ଞାର ବା ଲାଳସାର ବା ଆସକ୍ତିର ଉଦ୍ରେକ — Hankering after or determination to do a thing; being bent on doing a thing
- ଦେ. ବି—(ସଂ. ମନସ୍+ବୃଦ୍ଧି) — (ଉ—ପୁଣି ଜଳିବାକୁ ଏଦେହ ପରା ବଳିଛି ମନ। ରାଧାନାଥ. ଚନ୍ଦ୍ରଭାଗା)
- ଦେ. ବି—(ସଂ. ମନସ୍+ବୃଦ୍ଧି) — କୌଣସି ବ୍ଯକ୍ତି ପ୍ରତି ପ୍ରଣୟାସକ୍ତି ଜନ୍ମିବା — Being enamoured of a person