ମନ ବଢ଼ିବା Mana baṟḍ̠ẖibā
- ଦେ. ବି—(ସଂ. ମନଃ+ବୃଦ୍ଧି) — ମନ ବଳିବା (ଦେଖ) — Mana baḻibā (See)
- ଦେ. ବି—(ସଂ. ମନଃ+ବୃଦ୍ଧି) — [ଉ—ତାର ଚରଣ ସେବା ଛାଡ଼ି। ଯୁବା ପୁରୁଷେ ମନ ବଢ଼ି। ଭାଗବତ।]
- ଦେ. ବି—(ସଂ. ମନଃ+ବୃଦ୍ଧି) — ଆସକ୍ତିର ଆଧିକ୍ୟ — Having excess of attachment; being enamoured
- ଦେ. ବି—(ସଂ. ମନଃ+ବୃଦ୍ଧି) — ମନ ପାଇବା (ବି) ( 1 ) ଦେଖ — ମନ ପାଇବା (ବି) (1) ଦେଖ— . Mana pāibā (noun) (1) (See)