ମନ ଫେରିଯିବା Mana pheri j̄ibā

  • ଦେ. ବି — ମାନସିକ ଅବସ୍ଥାର ବା ଧାରଣାର ପରିବର୍ତ୍ତନ — Change of one's mental condition or outlook
  • ଦେ. ବି — ଦୁଶ୍ଚିନ୍ତାରୁ ବା ବିରସ ପଣରୁ ମନର ବିରତି — Diversion of one's mind from distressful thoughts or melancholy