ମନ ବହଲେଇବା Mana bahalleibā

  • ଦେ. କ୍ରି. — ଦୁଶ୍ଚିନ୍ତାରୁ ବା ଶୋକରୁ ଆପଣାର ବା ପରର ମନକୁ ପ୍ରସନ୍ନତା ଆଡ଼କୁ ଆଣିବା — To divert one's own or another's mind from grief or sad thought
  • ଦେ. କ୍ରି. — ମନ ଭୁଲାଇବା (ଦେଖ) — Mana bhulāibā (See)