ମଉଡ଼ ଘର Mauṟḍ̠a ghara

  • ଦେ. ବି — ବଙ୍ଗଲାଘର; ଯେଉଁ ଘରର ଚାଳ ଚତୁଷ୍କୋଣ; ଯେଉଁ ଘରର ଚାରିପାଖେ 4 ଟି ତ୍ରିକୋଣ ଚାଳ ଥାଏ — ବଙ୍ଗଲାଘର; ଯେଉଁ ଘରର ଚାଳ ଚତୁଷ୍କୋଣ; ଯେଉଁ ଘରର ଚାରିପାଖେ4ଟି ତ୍ରିକୋଣ ଚାଳ ଥାଏ—A house with a pyramidal thatch