ମଉଜି ରାମ୍ Mauji rām

  • ଦେ. ବିଣ — ଅତି ନିଶ୍ଚିନ୍ତ — Careless
  • ଦେ. ବିଣ — ମଉଜି (ଦେଖ) — (a person) Fond of amusements
  • ଦେ. ବିଣ — ସଂସାରର ଦୁଃଖରେ ନିର୍ଲିପ୍ତ — Not irritated or by affected worldly sorrows