ମଉଡ଼ ମାଳ Mauṟḍ̠a māḻa

  • ଦେ. ବି (ଫା. ମୋହର+ସଂ. ମାଳ) — ସ୍ୱର୍ଣ୍ଣମୁଦ୍ରାର ହାର — A necklace of gold coins
  • ଦେ. ବି (ଫା. ମୋହର+ସଂ. ମାଳ) — [ଉ—ଧୋବଣୀ ବେକରେ ମଉଡ଼ମାଳ, ବୋହି ପଡ଼ୁଥେଲା ଝାଳ। ଗୋରୁଜଗାଟୋକାଙ୍କ ଗୀତ]