ମଉଡ଼ Mauṟḍ̠a
- ଦେ. ବି — (ସଂ. ମୁକୁଟ ପ୍ରା, ମଉଡ଼) ମୁକୁଟ — A crown
- ଦେ. ବି — ଟୋପି — Hat; cap
- ଦେ. ବି — (ଫା. ମୋହର୍; ତୁଳ; ସଂ. ମୁଦ୍ରା)—ସ୍ୱର୍ଣ୍ଣ ମୁଦ୍ରା; ମୋହର — Gold coin
- ଦେ. ବି — (ସଂ. ମୁକୁଟ; ପ୍ରା. ମଉଡ଼)—ଚତୁଷ୍କୋଣ ଚାଳ ଘର; ଯେଉଁ ଘରର ହାତିଅନ୍ଦ ନ ଥାଏ — A house with a tapering quadrangular or pyramidal thatch; a thatched house without a gable
- ଦେ. ବି — (ସଂ. ମୌଳି) ବେକ ଷଣ୍ଢା; ଗରଦନ — The nape of the neck