ମଉଜୁତ୍ Mau jut

  • ବୈଦେ. ବିଣ—(ଫା. ମୌଜୁଦ୍) — ଉପସ୍ଥିତ — Present; at hand
  • ବୈଦେ. ବିଣ—(ଫା. ମୌଜୁଦ୍) — ପ୍ରସ୍ତୁତ ହୋଇ ରଖା ଯାଇଥିବା — Ready
  • ବୈଦେ. ବିଣ—(ଫା. ମୌଜୁଦ୍) — ନଗଦ; ଗଚ୍ଛିତ (ଧାନାଦି) — Cash; ready cash