ମଉଜି Mauji

  • ବୈଦେ. ବିଣ—(ଫା.) — ଆମୋଦ ପ୍ରିୟ — Fond of amusements or sensual pleasures
  • ବୈଦେ. ବିଣ—(ଫା.) — ଯେଉଁ ବ୍ଯକ୍ତି ସର୍ବଦା ପ୍ରଫୁଲ୍ଲ ଥାଏ — Always merry
  • ବୈଦେ. ବିଣ—(ଫା.) — ମନ ମଉଜୀ (ଦେଖ) — Mana mauīj (See)