ଭ୍ରମିତ Bhramita

  • ସଂ. ବିଣ. ପୁଂ—(ଭ୍ରମ+ଯୁକ୍ତାର୍ଥେ ଇତ) — ଭ୍ରମଣକାରୀ (ହି.ଶ) — Roaming
  • ସଂ. ବିଣ. ପୁଂ—(ଭ୍ରମ+ଯୁକ୍ତାର୍ଥେ ଇତ) — ଭ୍ରମଣକାରୀ (ହି. ଶ) — 1. Roaming
  • ସଂ. ବିଣ. ପୁଂ—(ଭ୍ରମ+ଯୁକ୍ତାର୍ଥେ ଇତ) — ଭ୍ରାନ୍ତ (ହି.ଶ) — Mistaken; erring
  • ସଂ. ବିଣ. ପୁଂ—(ଭ୍ରମ+ଯୁକ୍ତାର୍ଥେ ଇତ) — ଶଙ୍କିତ (ହି.ଶ) — Apprehensive