ଭ୍ରମି Bhrami

  • ସଂ. ବି—(ଭ୍ରମ୍ ଧାତୁ+କର୍ତ୍ତୃ. ଇ; +ଈ) — ଜଳଭ୍ରମି; ଜଳାବର୍ତ୍ତ; ପାଣି ଭଉଁରି — Whirlpool; eddy
  • ସଂ. ବି—(ଭ୍ରମ୍ ଧାତୁ+କର୍ତ୍ତୃ. ଇ; +ଈ) — ଘୂର୍ଣ୍ଣିବାୟୁ — whirl-wind
  • ଦେ. ବି— (ସଂ. ଭ୍ରମ) — ମୂର୍ଚ୍ଛା — Swoon