ଭ୍ରମାଇବା Bhramāibā

  • ଦେ. କ୍ରି — ଭ୍ରମିବା କ୍ରିୟାର ଣିଜନ୍ତ ରୂପ — The causative form of Bhramibā
  • ଦେ. କ୍ରି — ବହୁତ ବୁଲାଇବା — To cause to walk much
  • ଦେ. କ୍ରି — ଭ୍ରମରେ ପକାଇବା — To cause one to fall into error
  • ଦେ. କ୍ରି — ଘୂରିବା — To whirl
  • ଦେ. କ୍ରି — (ଯଥା—ମୋ ମୁଣ୍ଡ ଭ୍ରମାଉଛି।)
  • ଦେ. କ୍ରି — ଘୂରାଇବା — To cause to spin round or whirl