ଭ୍ରଂଶ Bhraṁṡa

  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ଲୋପ; ନାଶ; ବିନାଶ — Destruction
  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ସର୍ବନାଶ — Ruin
  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ପତନ — Overthrow; fall
  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ଅବନତି — Degeneration; deterioration
  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ଚ୍ୟୁତି — Slipping off
  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ପଳାୟନ — Fleeing away
  • ସଂ. ବି (ଭ୍ରନ୍ସ ଧାତୁ=ପତିତ ହେବା+ଅ) — ସନ୍ମାର୍ଗରୁ ସ୍ଖଳନ — A fall from virtue; depravity