ଭ୍ରମିବା Bhramibā
- ଦେ. (ପଦ୍ଯ) କ୍ରି.—(ସଂ. ଭ୍ରମ୍ ଧାତୁ) — ଭ୍ରମଣ କରିବା — To walk; to travel
- ଦେ. (ପଦ୍ଯ) କ୍ରି.—(ସଂ. ଭ୍ରମ୍ ଧାତୁ) — (ଉ—ଦୈବେ ଜରା ନାମେ ରାକ୍ଷସୀ ଭ୍ରମୁ ଥିଲା। କୃଷ୍ଣସିଂହ. ମହାଭାରତ. ସଭା।)
- ଦେ. (ପଦ୍ଯ) କ୍ରି.—(ସଂ. ଭ୍ରମ୍ ଧାତୁ) — ଭୁଲ୍ କରିବା — To commit mistake
- ଦେ. (ପଦ୍ଯ) କ୍ରି.—(ସଂ. ଭ୍ରମ୍ ଧାତୁ) — (ଉ—ଭ୍ରମିଥିଲି ବୋଲି ପୁଣି ହାସ କଲା ଜାତ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।)
- ଦେ. (ପଦ୍ଯ) କ୍ରି.—(ସଂ. ଭ୍ରମ୍ ଧାତୁ) — ଘୂରିବା — To whirl; to spin round
- ଦେ. (ପଦ୍ଯ) କ୍ରି.—(ସଂ. ଭ୍ରମ୍ ଧାତୁ) — (ଉ—କୁଶଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ। ଦୀନକୃଷ୍ଣ. ରସକଲ୍ଲୋଳ।)