ଭ୍ରମାତ୍ମକ Bhramātmaka

  • ସଂ. ବିଣ—(ଭ୍ରମ+ଆତ୍ମନ୍+କ) — ଯହିଁରେ ବା ଯାହା ସମ୍ବନ୍ଧେ ଭ୍ରମ ଜାତ ହୁଏ। (ହି. ଶ) — (a matter) In or about which mistake is committed
  • ସଂ. ବିଣ—(ଭ୍ରମ+ଆତ୍ମନ୍+କ) — ଭ୍ରାନ୍ତ — Mistaken
  • ସଂ. ବିଣ—(ଭ୍ରମ+ଆତ୍ମନ୍+କ) — ସନ୍ଦିଗ୍ଧ — Doubtful; doubting