ଭେଦାଇବା Bhedāibā

  • ଦେ. କ୍ରି (ସଂ. ଭେଦ) — ଭେଦିବା କ୍ରିୟାର ଣିଜନ୍ତ ରୂପ — The causative from of 'Bhedibā'
  • ଦେ. କ୍ରି (ସଂ. ଭେଦ) — ପ୍ରବେଶ କରାଇବା — To cause to penetrate
  • ଦେ. କ୍ରି (ସଂ. ଭେଦ) — ଉତ୍ତମ ରୂପେ ବୁଝାଇବା; ବ୍ୟାଖ୍ୟା କରିବା — To explain clearly
  • ଦେ. କ୍ରି (ସଂ. ଭେଦ) — (ଉ—ରାଜାଙ୍କୁ କହିଲେ ବୁଝାଇ, ଏ ଲିଙ୍ଗ ଶରୀର ଭେଦାଇ। ଜଗନ୍ନାଥ. ଭାଗବତ।)
  • ଦେ. କ୍ରି (ସଂ. ଭେଦ) — ବତୁରାଇବା — To soak