ଭେଦାଭେଦ ଜ୍ଞାନ Bhedābheda jn̄āna

  • ଦେ. ବି — ଏ ଜଣକ ଆତ୍ମୀୟ ଓ ସେ ଜଣକ ପର, ଏହିପରି ଜ୍ଞାନ — Discrimination; observing distinction between that which in one's own and which is not
  • ଦେ. ବି — ଭଲର ଓ ମନ୍ଦର ବିଚାର — Discriminating between good and bad