ଭେଦା Bhedā

  • ଦେ. ବି — (ସଂ. ଭେଦ; ଯାହା ଦାତାମାନଙ୍କ ଅବସ୍ଥାଭେଦରେ କମ ବେଶି ହୋଇ ଆଦାୟ ହୁଏ) ଚାନ୍ଦା — Subscription; contribution
  • ଦେ. ବି — (ଯଥା—ଗ୍ରାମ ଭେଦା; ଠାକୁରାଣୀ ମାଜଣା ଭେଦା ଇତ୍ୟାଦି।)