ଭେଦା ପଞ୍ଚା Bhedā pān̄chā

  • ଦେ. ବି (ସହଚର ଶବ୍ଦ; ସଂ. ଭେଦ+ପଞ୍ଚ) — ଗ୍ରାମ ଭେଦା; ଗ୍ରାମବାସୀମାନଙ୍କଠାରୁ ସାଧାରଣ କାର୍ଯ୍ୟ ପାଇଁ ସଂଗୃହୀତ ଚାନ୍ଦା — Subscription raised from villagers for a common purpose