ଭେଦା ବସେଇବା Bhedā baseibā

  • ଦେ. କ୍ରି — ବ୍ଯକ୍ତିବିଶେଷଙ୍କ ଉପରେ ତାଙ୍କ ଦେୟ ଚାନ୍ଦାର ପରିମାଣ ନିର୍ଦ୍ଧାରଣ କରିବା — To assess the amount of public subscription of different persons (according to difference of rank or wealth)