ଭିଡ଼ିବା Bhiṟḍ̠ibā

  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଝିଙ୍କିବା; ଜୋର୍ରେ ବା କସି କରି ଟାଣିବା — To draw or pull tightly
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଆକର୍ଷଣ କରିବା; ଓଟାରିବା; ଟାଣିବା — To attract; to draw; to pull
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଆଣ୍ଟରେ ବାନ୍ଧିବା; ଦୃଢ଼ଭାବରେ ବାନ୍ଧିବା — To bind tightly
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — (ଉ— ବାହାରିଲେ ଅଣ୍ଟାରେ ଗାମୁଛା ଭିଡ଼ି ସଜେ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଦୃଢ଼ରୂପେ ଆଲିଙ୍ଗନ କରିବା — To embrace closely; to hug
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — [ଉ—ପ୍ରେମରେ ଶ୍ରୀକୃଷ୍ଣଙ୍କୁ ସମସ୍ତେ ଭିଡ଼ିଲେ—କୃଷ୍ଣସିଂହ. ମହାଭାରତ. ସଭା।]
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଦୃଢ଼ କରି ଯାକିବା — To press closely
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — [ଉ—ଗୋପ ଯୁବରାଜ ଶିରୋମଣି, ତୋ ପଦକଞ୍ଜ ଚୁମ୍ବିଲା ପୁଣି, ଭୁଜେ ଧରି ତୁ ଯେ ହରିଣାକ୍ଷି ନ ରଖିଲୁ ଭିଡ଼ି ରେ—କବିସୂର୍ଯ୍ୟ. ସଙ୍ଗୀତ।)
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଦୃଢ଼ ଭାବରେ ସଂଲଗ୍ନ କରିବା — To attach firmly to fix firmly
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — [ଉ—ସରୁ କଟୀରେ ପୀତ ଚେଳ ଭିଡି଼—କବିସୂର୍ଯ୍ୟ. ରତ୍ନାକରଚମ୍ପୂ. ସଙ୍ଗୀତ।]
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ନଡ଼ିଆ ଆମ୍ବ ଆଦି ଫଳର ଚୋପାକୁ ହାତରେ ଓଟାରି ଛଡ଼ାଇବା — To peel off the rind of a fruit with the hand
  • ଦେ. କ୍ରି (ସଂ. ପୀଡ଼୍ ଧାତୁ) — ଗତି କରୁଥିବା ସବାରି ବା ନୌକାଆଦିର ଗତିକୁ ସ୍ଥଗିତ କରିବା