ଭିଡ଼ିହେବା Bhiṟḍ̠ihebā
- ଦେ. କ୍ରି — ବନ୍ଧନରୁ ମୁକ୍ତ ହେବା ସକାଶେ ଟାଣି ଓଟାରି ହେବା — To pull one's self with force in order to be extricated from a bondage
- ଦେ. କ୍ରି — ମୋଡ଼ି ଭିଡି଼ ହେବା; ଅଙ୍ଗ ପ୍ରତ୍ୟଙ୍ଗାଦି ବିକ୍ଷେପ କରିବା — To throw about one's limbs
- ଦେ. କ୍ରି — (ଉ—ଯେତେକ ଥିଲା ଗର୍ଭେ ପଡ଼ି, ଜୀର୍ଣ୍ଣ ହେବାକୁ ହେଲ ଭିଡ଼ି। କବିସୂର୍ଯ୍ୟ କବିତା)।