ଭିଡ଼ିଭାଡ଼ି Bhiṟḍ̠ibhāṟḍ̠i

  • ଦେ. କ୍ରି. ବିଣ — ଦୃଢ଼ରୂପେ ବାନ୍ଧି କରି ବା ଓଟାରି — Tightly; by binding or pulling tightly
  • ଦେ. କ୍ରି. ବିଣ — (ଉ—ପୁଣି ସେ କୂଳେ ଆସି ଚିପୁଡ଼ା ଚିପୁ଼ଡ଼ି, ହୋଇ ଦେହେ ଲୁଗା ପିନ୍ଧିଲେ ଭିଡ଼ିଭାଡ଼ି। କୃଷ୍ଣସିଂହ. ମହାଭାରତ. ବନ।)