ଭିଡ଼ା ଭିଡ଼ା Bhiṟḍ̠ā bhiṟḍ̠

  • ଦେ. ବିଣ (ସଂ. ବହୁତର) — ବହୁ — Many
  • ଦେ. ବିଣ (ସଂ. ବହୁତର) — [ଉ— ପରବତ ପରି ଯେ ମହିଁରେ ଲହଡ଼ା। କୂଳରେ ବାଜୁଥିଲେ ହୋଇ ଭିଡ଼ାଭିଡ଼ା—କୃଷ୍ଣସିଂହ. ମହାଭାରତ. ବନ।]