ଭିଡ଼ାଭିଡ଼ି Bhiṟḍ̠ābhiṟḍ̠i
- ଦେ. ବି — ଅନ୍ଯୋନ୍ୟ ଟଣାଟଣି ବା ଝିଙ୍କାଝିଙ୍କି — 1. Mutual dragging
- ଦେ. ବି — ଅନ୍ଯୋ— ନ୍ୟରେ ସଂଲଗ୍ନ ହେବା — Sticking to each other
- ଦେ. ବି — ଉତ୍ତମ କରି ଭିଡ଼ିବା — Dragging tightly
- ଦେ. ବି — ଅନ୍ଯୋନ୍ୟ ଆଲିଙ୍ଗିତ; କୁଣ୍ଢିଆକୁଣ୍ଢା — Tightly embracing each other
- ଦେ. ବି — [ଉ—କୃଷ୍ଣ ଅରଜୁନ ଅନ୍ଯୋ— ନ୍ୟରେ ପ୍ରିୟ, ଭିଡ଼ାଭିଡ଼ି ହୋଇଲେ ଲଗାଇ ହୃଦୟ —କୃଷ୍ଣସିଂହ. ମହାଭାରତ. ବନ।]