ଭିଡ଼ ଜାଲ Bhiṟḍ̠a jāla
- ଦେ. ବି — ବଡ଼ ଜାଲ; ଯାହା ଗଭୀର ଜଳରେ ପକାଯାଇ ଦୁଇ ମୁଣ୍ଡରେ ଦଉଡ଼ି ଧରିଥିବା ଲୋକଙ୍କଦ୍ୱାରା ଉପରକୁ ଭିଡ଼ା ହୋଇ ଅଣାଯାଏ — A big net which is cast in deep waters and the ends of the ropes passing through the top and bottom of which are dragged into the shore
- ଦେ. ବି — [ଦ୍ର—ଭିଡ଼ଜାଲ ଏକାଧିକ ଖଣ୍ଡ ଭିଡ଼ ଏକତ୍ର ଗୁନ୍ଥାଯାଇ ଭିଡ଼ଜାଲ ପକାଯାଏ।]