ଭିଟ୍ Bhiṭ

  • ପ୍ରାଦେ. (ଯାଜପୁର) ବି — ସନ୍ଧିସ୍ଥଳ; ସନ୍ଦେହଜନକ ବିଷୟ; ସମସ୍ୟା — A fix; a perplexing problem; dilemma
  • ପ୍ରାଦେ. (ଯାଜପୁର) ବି — (ଯଥା—ମୋତେ ଗୋଟେ ବଡ଼ ଭିଟ୍ ପଡ଼ିଯାଇଛି।)